ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଲା ବିଏମସି
ଭୁବନେଶ୍ବର: ବାତ୍ୟାର ଭାୟବହତାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରୁ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ । ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ପ୍ରାୟ ୫୦ ହଜାର ଲୋକଙ୍କ ସ୍ଥାନାନ୍ତର କରାଯିବ । ଫ୍ରି କିଚେନ ମାଧ୍ୟମରେ ମିଳିବ…