ଫଳ ଆନିବ ବବିଙ୍କ ପରିଶ୍ରମ ଓ ଚତୁର ଗୋଟି ଚାଳନା
ଭୁବନେଶ୍ୱର() ନଭେମ୍ବର ୩ ତାରିଖ ଉପ ନିର୍ବାଚନ ପାଇଁ ହେବ ମତଦାନ । ହେବିୱଟମାନେ ନିଜ ଦଳ ଓ ପ୍ରାର୍ଥୀ ସପକ୍ଷରେ ମତ ଦେବା ପାଇଁ ଯାହା ବୁଝାଇବା କଥା ବୁଝାଇସାରିଛନ୍ତି ଭୋଟରଙ୍କୁ । ମତଦାତାମାନେ ନିଜର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମଧ୍ୟ ମନ ସ୍ଥିର କରିସାରିଲେଣୀ । କେବଳ…