ନୀତି ଆୟୋଗଙ୍କ ର୍ୟାଙ୍କିଙ୍ଗରେ ବଲାଙ୍ଗୀରର ନୂଆ ମାଇଲଖୁଣ୍ଟ
ବଲାଙ୍ଗିର () ନୀତି ଆୟୋଗଙ୍କ ର୍ୟାଙ୍କିଙ୍ଗରେ ବଲାଙ୍ଗୀର ଜିଲ୍ଲା ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛି । 2019 ଜୁନ ଓ ଜୁଲାଇ ମାସରେ ଜିଲ୍ଲାର ପ୍ରଦର୍ଶନ ଆଧାରରେ ନୀତି ଆୟୋଗ ଏହି ଡେଲଟା ର୍ୟାଙ୍କିଙ୍ଗ ତିଆରି କରିଛନ୍ତି । ଜିଲ୍ଲାର ଉତ୍ସାହଜନକ ପ୍ରଦର୍ଶନ ପାଇଁ ନୀତି ଆୟୋଗ ଅତିରିକ୍ତ ଦୁଇ କୋଟି…