ବୋଲବମର ଉଚିତ ନୀତି ଓ ନିୟମ ଜାଣନ୍ତୁ , ନଚେତ
ଶ୍ରାବଣ ମାସ ମାସରେ ଶିବ ଆରାଧନା କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ହିନ୍ଦୁ ମାନ୍ୟତା ରହିଛି। ଏଥିପାଇଁ ପ୍ରତିବର୍ଷ ଶ୍ରାବଣ ମାସରେ ହଜାର ହଜାର ଶୈବ ଭକ୍ତ ଶିବାଭିଷେକ ନିମନ୍ତେ କାଁୱର ବା କାଉଡିଆ ଯାତ୍ରା କରିଥାନ୍ତି। ପବିତ୍ର ନଦନଦୀରୁ ଜଳଭାର ଉଠାଇ ଲୋକେ ମାଇଲ ମାଇଲ ପଥ ପାଦରେ ଚାଲି…