ଫିଗରକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ
ଗୋଟିଏ ଅଭିନେତ୍ରୀ ହେବାକୁ ହେଲେ ସୁନ୍ଦର ହେବେ ସହ ଚେହେରା ମଧ୍ୟ ଆବଶ୍ୟକ ହୋଇଥାଏ । ଖାଲି ସୁନ୍ଦରତା କାମ ଦେଇନଥାଏ । ତେବେ ଆଜିକାଲି ଦୁନିଆରେ ଶରୀର ଗଠନ ଯଦି ଭଲ ନଥାଏ ତେବେ ଅଭିନ୍ରେତୀ ହେବା ଅସମ୍ଭବ ହୋଇଥାଏ ।
ଫିଗରକୁ ନେଇ ବଲିଉଡ ଜଗତରେ ନମ୍ବର ୧ ସ୍ଥାନରେ ଦୀପିକା ପାଦୁକନ ଅଛନ୍ତି ।…
