ରାଜନେତାଙ୍କ ଘର ଉପରକୁ ବୋମାମାଡ
ବିଜେପି ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ ହୋଇଛି । ପିପିଲି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିବା ଆଶ୍ରିତ ପଟ୍ଟନାୟକଙ୍କ ବାସଭବନ ଉପରକୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ ଆସି ବୋମା ମାଡ କରିଥିବା ସୂଚନାରୁ ଜଣା ପଡିଛି । ରାଜନୈତିକ ଶତ୍ରୁତା କାରଣରୁ ଏହି ବୋମାମାଡ…