ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ୪୦ ମୃତ
ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନରେ ଆଜି ପୁଣି ଅଶାନ୍ତ ହୋଇ ଉଠିଛି। ପାକ୍ ସରକାର ଯେଉଁ ଆତଙ୍କବାଦୀଙ୍କୁ ନିଜ ଛତ୍ରଛାୟା ତଳେ ରଖିଥିଲେ ଆଜି ସେମାନେ ରକ୍ତର ହୋଲି ଖେଳିଛନ୍ତି। ପ୍ରଥମେ ଚୀନ୍ ଦୂତାବାସ ଉପରେ ହମ୍ଲା କରିବା ପରେ ଆତଙ୍କବାଦୀମାନେ ଏକ ଜନଗହଳିପୂର୍ଣ୍ଣ ମାର୍କେଟରେ…