ବଦଳିବ ବୌଦ୍ଧର ଚେହେରା
ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୌଦ୍ଧ ଏବଂ ଭଂଜନଗରରେ ଏକାଧିକ ଜନକଲ୍ୟାଣକାରୀ ଯୋଜନାର ଉଦଘାଟନ କରିବା ସହ ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବୌଦ୍ଧରେ ମୁଖ୍ୟମନ୍ତ୍ରୀ 192 କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିବା ବେଳେ 777.59 କୋଟି ଟଙ୍କାର…
