ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ୧୧ଜଣଙ୍କୁ ନୋଟିସ
ପ୍ରକାଶ ପାଇଛି ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣଙ୍କୁ ନୋଟିସ ଜାରି କରା ଯାଇଛି । ଏଥିରେ ୧୦ ଜଣ ଦଇତାପତି ଓ ଜଣେ ମହାରଣା ସେବାୟତ ଥିବା ସୂଚନା ମିଳିଛି । ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଆଧାରରେ ଏହି ନୋଟିସ ଜାରି କରିଛି…