ସଂସଦକୁ ମହିଳା ସାଂସଦ ଏମିତି ଲୋ-କଟ ଡ୍ରେସ ପିନ୍ଧି ଆସିଲେ, ଲୋକେ କଣ କହିଲେ ପଢନ୍ତୁ
ବ୍ରାଜିଲର ଜଣେ ନେତ୍ରୀ ତଥା ସାଂସଦ ପିନ୍ଧିଥିବା ଡ୍ରେସକୁ ନେଇ ସେ ସୋସିଆଲ ମିଡ଼ିଆରେ ଟ୍ରଲର ଶିକାର ହୋଇଛନ୍ତି | ତାଙ୍କ ଡ୍ରେସକୁ ନେଇ ଲୋକେ ତାଙ୍କୁ ନାନା ସମାଲୋଚନା କରିଛନ୍ତି |
ବ୍ରାଜିଲର ମହିଳା ସାଂସଦ ଏନା ପାଉଲା ଦି ସିଲଭା ଏକ କାର୍ୟ୍ୟକ୍ରମରେ ଲୋ-କଟ ଡ୍ରେସ ପିନ୍ଧି ସଂସଦକୁ…
