Odia News Portal
Browsing Tag

breakfast

ବ୍ରେକ୍ଫାଷ୍ଟ କରୁ ନଥିବା ପିଲା ରଖନ୍ତି କମ ମାର୍କ

ଲଣ୍ଡନ() ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି ପାଠପଢ଼ିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା ହୋଇ ନ ଥାଏ। ଖାଲି ଘରେ ନୁହେଁ, ସ୍କୁଲରେ ମଧ୍ୟ ବ୍ରେକ୍ଫାଷ୍ଟ କରିବା ଜରୁରୀ। କମ୍ ଖାଦ୍ୟ ଖାଉଥିବା ପିଲାଙ୍କଠାରୁ…