ବ୍ରହ୍ମପୁରରେ ଲଜ୍ଜା: ନାବାଳିକା ସହ ଗଣଦୁଷ୍କର୍ମ
ବ୍ରହ୍ମପୁର: ୧୦ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ | ନାବାଳିକା ଜଣକ ଘରେ ଏକୁଟିଆ ଥିବା ସମୟରେ ୩ଜଣ ନାବାଳକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଅଭିଯୋଗ ଆସିବା ପରେ ପୋଲିସ ୩ ନାବାଳକଙ୍କୁ ପଚରାଉଚରା!-->…