କଟକରେ ବିଏସ୍ଏନ୍ଏଲ୍ ସେବା ବନ୍ଦ
କଟକ() କଟକ ବିଏସ୍ଏନ୍ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାରୁ କଟକରେ ବିଏସ୍ଏନ୍ଏଲ୍ ସେବା ବନ୍ଦ ହୋଇଛି । ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ବିଏସ୍ଏନ୍ଏଲ୍ ଅଫିସର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ତିନୋଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ…