ଆଧାର ଜରିଆରେ ତତକାଳ ପ୍ୟାନ କାର୍ଡ ମିଳିବ
ନୂଆଦିଲ୍ଲୀ() ଆଧାର କାର୍ଡ ଜରିଆରେ ତତକାଳ ପ୍ୟାନ କାର୍ଡ ମିଳିବାର ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ପ୍ୟାନ କାର୍ଡ ପାଇବା ସହଜ ହୋଇପାରିବା ।
Recover your password.
A password will be e-mailed to you.
Recover your password.
A password will be e-mailed to you.