ଷଣ୍ଢ ପ୍ରତିବାଦ
ପଟ୍ଟମୁଣ୍ଡାଇ() ରାଜନଗର ବ୍ଲକର ଚାଷୀ ମାନେ ଆଜି ଏକ ଅଭିନୟ ଉପାୟରେ ଷଣ୍ଢ ମାନଙ୍କୁ ନେଇ ପ୍ରଶାସନ ବିରୁଦ୍ଧରେ ପ୍ରତିବାଦ ବିକ୍ଷୋଭ କରିଛନ୍ତି । ଆଜି ଜିଲ୍ଲାପାଳ ରାଜନଗର ବ୍ଲକରେ ଅଭିଯୋଗ ଶୁଣାଣି କରୁଥିବା ବେଳେ ସ୍ଥାନୀୟ ଅଂଚଳର ଶତାଧିକ ଚାଷୀ ବୁଲା ଷଣ୍ଢ ମାନଙ୍କୁ ଆଣି ଜିଲ୍ଲାପାଳଙ୍କ…