ବୁର୍ଲାରେ ଅଗ୍ନିକାଣ୍ଡ
ସମ୍ବଲପୁର ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ । ହେଲେ ଅଘଟଣ ଘଟାଇବା ଆଗରୁ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବିଭାଗ । ଏପରି ଅଗ୍ନିକାଣ୍ଡ ପରେ ଡାକ୍ତରଖାନାରେ ଥିବା ରୋଗୀଙ୍କ ମଧ୍ୟରେ ଭୟ ଖେଳିଯାଇଛି । କିପରି ସ୍ଥିତିରେ ନିଆଁ ଲାଗିଲା ଏହାର କାରଣ ଅସ୍ପଷ୍ଟ ରହିଛି ।
ମେଡିକାଲ ସାଇନସେସ ଆଣ୍ଡ…