ଘାଟିକୁ ବସ ଖସି ୧୧ମୃତ ୧୯ ଆହତ
ଜାମ୍ମୁ- କାଶ୍ମୀର ପୁଂଛ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୧୦୦ ମିଟର୍ ଘାଟି ତଳକୁ ବସ୍ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି । ଆହତକୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଯାତ୍ରୀବାହୀ ବସ୍ (ଜେକେ ୦୨ ଡବ୍ଲ୍ୟୁ…