Odia News Portal
Browsing Tag

bus-fare

ରାଜ୍ୟରେ କମିଲା ବସ ଭଡା

ଭୁବନେଶ୍ୱର()  ରାଜ୍ୟରେ କମିଲା ଘରୋଇ ବସର ଭଡା । କିଲୋମିଟର ପିଛା ବସ ଭଡା ୧ରୁ ୨ ପଇସା ହ୍ରାସ ପାଇଲା । ଡିଜେଲ ଦର ବୃଦ୍ଧି ଯୋଗୁଁ ଗତ ଜାନୁଆରି ୭ ତାରିଖରେ ବସ୍ ଭଡା ବୃଦ୍ଧି ଘଟିଥିଲା। ସୂଚନା ଅନୁସାରେ, ଅର୍ଡିନାରୀ ବସ୍ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ…