୩୦ବର୍ଷର ରିପୋର୍ଟ ଅନୁଧ୍ୟାନ କରିବେ ଆମିକସ କ୍ୟୁରୀ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ୩୦ବର୍ଷର ରିପୋର୍ଟ ମାଗିଲେ ଆମିକସ କ୍ୟୁରୀ । ଗତ ୩୦ବର୍ଷ ମଧ୍ୟରେ ପରିଚାଳନା କମିଟି ବୈଠକରେ କଣ ସବୁ ନିଷ୍ପତି ନିଆଯାଇଛି ସେ ସର୍ମ୍ପକରେ ସେ ରିପୋର୍ଟ ତଲବ କରିଛନ୍ତି ।
ବିଗତ ୩୦ବର୍ଷର ପରିଚାଳନା କମିଟି ବୈଠକରେ ବିବରଣୀ ଓ ଏହାର ଅନୁପାଳନ ସମ୍ପର୍କିତ…