ଛାତ୍ରଛାତ୍ରୀଙ୍କ ସମେତ କୌଣସି ବି କର୍ମଚାରୀ ରଖିପାରିବେନି ମୋବାଇଲ
ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଓ ପରୀକ୍ଷା ବାତିଲ୍ ପରେ ଯୁକ୍ତ୨ ଥିଓରି ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଦ ହଜିଯାଇଛି। ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପରୀକ୍ଷାରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ…
