ଫେରାର ହେଲେ ପି.ଚିଦାମ୍ୱରମ
ନୂଆଦିଲ୍ଲୀ() ପୂର୍ବତନ ଅର୍ଥମନ୍ତ୍ରୀ ପି ଚାଦା୍ବରଙ୍କୁ ଖୋଜୁଛି ସିବିଆଇ । ସନ୍ଧ୍ୟା ସମୟରେ ସିବିଆଇର ଟିମ୍ ଚିଦାମ୍ବରଙ୍କ ବାସଭବନରେ ପହଞ୍ଚିଥିଲେ । ହେଲେ ଚିଦାମ୍ବରମ ସେଠାରେ ଉପସ୍ଥିତ ନଥିଲେ ।
ଦିଲ୍ଲୀ ହାଇକୋର୍ଟରୁ ଅଗ୍ରୀମ ଜାମିନ ଆବେଦନ ଖାରଜ ହେବା ପରେ ଚିଦାମ୍ୱରମଙ୍କୁ ଗିରଫ…
