କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡାଙ୍କ ବାସଭବନରେ ସିବିଆଇ ଚଢ଼ାଉ
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡାଙ୍କ ରୋହତକ ସ୍ଥିତ ବାସଭବନରେ ଚଢ଼ାଉ କରିଛି ସିବିଆଇ । ରେଡ୍ ସମୟରେ ଭୂପିନ୍ଦର ସିଂହ ଘରେ ଉପସ୍ଥିତ ଥିଲେ । ହରିୟାଣା ଏବଂ ଦିଲ୍ଲୀର ୩୦ରୁ ଅଧିକ ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି । ସୂଚନା ମୁତାବକ…