କଟକରେ ହେବ ନୂଆ ସିଡିଏ
ଭୁବନେଶ୍ୱର() କଟକରେ ହେବ ନୂଆ ସିଡିଏ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ବାଲିଯାତ୍ରା ଯୋବ୍ରା ମହାନଦୀ ପଠାରେ ବାହାରିବ ଜାଗା । ପ୍ରାୟ ୪୦୦ ଏକର ନୂଆ ଜାଗା ବାହାରିବ ବୋଲି କହିଛନ୍ତି ମନ୍ତ୍ରୀ । ନୂଆ ଜାଗାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ହେବ । ଏହା ସହିତ…
