ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ରୀୟ ଅବହେଳା
କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତିନୋଟି ରାଜ୍ୟକୁ ଆର୍ଥିକ ସହାୟତା ମଂଜୁର କରିଥିବା ବେଳେ ଓଡିଶାକୁ କୌଣସି ସହାୟତା ମଂଜୁର କରିନାହାନ୍ତି । ଓଡିଶାରେ ତିତିଲି ଭଳି ପ୍ରାକୃତିୟ ବିପର୍ଯ୍ୟୟ ଘଟି ବ୍ୟପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ସମ୍ପର୍କରେ ଓଡିଶାକୁ ଅବହେଳା…