Odia News Portal
Browsing Tag

central-team

ରାଜନଗରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ

କେନ୍ଦ୍ରପଡା() ବୁଲବୁଲ କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଜି ରାଜନଗରରେ ପହଂଚିଛନ୍ତି । ସେମାନେକ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତି । ଗତକାଲି ଏହି ଦଳ ଚାନ୍ଦବାଲି ଓ ଧାମରା ଅଂଚଳର କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ଏହି ଅନୁଧ୍ୟାନକାରୀ ଦଳ ୨ଟି ଭାଗରେ ବିଭକ୍ତ ହୋଇ…

ଫୋନି ସ୍ଥିତି ନେଇ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦିୟ ଟିମ

ଭୁବନେଶ୍ବର () ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍। ବାତ୍ୟା ଫୋନି ସ୍ଥିତି ନେଇ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦିୟ ଟିମ । ଆଲୋଚନା ପରେ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ସ୍ଥିନି ଅନୁଧ୍ୟାନ ପାଇଁ କେନ୍ଦ୍ରରୁ ଟିମ୍ ଆସି ଆଜି…