ବାତ୍ୟା ଫନି ପାଇଁ ୩,୩୩୮ କୋଟି
ଓଡିଶାକୁ ଫନି ସହାୟତ ଦେଲେ କେନ୍ଦ୍ର ସରକାର । ଓଡିଶାକୁ ୩୩୩୭ କୋଟିର ମିଳିବ ସହାୟତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ୟ୍ୟୟ ପାଣ୍ଠି (ଏନଡିଆରଏଫ୍)ରୁ ଫନି ପୁନରୁଦ୍ଧାର ଲାଗି ଓଡ଼ିଶାକୁ ୩୩୩୮.୨୨ କୋଟିର ସହାୟତା…
