ସିବିଆଇ ନୁହେଁ, ରିଜର୍ଭ ବ୍ୟାଙ୍କ ବି ରାଜନୈତିକ ହସ୍ତକ୍ଷେପରୁ ବାଦ ପଡିନି: ନରସିଂହ
ଭୁବନେଶ୍ବର () ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଜାତୀୟ ସ୍ତରରେ ରାଜନୈତିକ ପାଣିପାଗ ବଦଳୁଛି । ମିଛ କହି ଆଉ ସାଧାରଣ ଲୋକଙ୍କୁ ପ୍ରତାରିତ କରାଯାଇପାରିବ ନାହିଁ । 2014ରେ ସରକାର ଗଠନ କରିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା…
