କରୋନା ପାଇଁ ବନ୍ଦ ହେଲା ସେସୁର କଲେକ୍ସନ କାଉଣ୍ଟର
ଭୁବନେଶ୍ବର() ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦକୁ ଆଖି ଆଗରେ ରଖି ସେସୁ ସମସ୍ତ ଦେୟ ଆଦାୟ କାଉଣ୍ଟର ବନ୍ଦ ରଖିଛି। ଗ୍ରାହକମାନେ ଏହି ସମୟରେ ଅନଲାଇନ୍ ଜରିଆରେ ଦେୟ ଦେଇ ପାରିବେ। ତେବେ ସେସୁ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ଅଫିସ୍ ଖୋଲା ରହିବ। କିନ୍ତୁ ଯଥା…