ଶଙ୍ଖ ଧରିଲେ ଚକ୍ରଧର ପାଇକ
ବିଜେଡିରେ ଯୋଗ ଦେଲେ ଚକ୍ରଧର ପାଇକ ।ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ଯୋଗ ଦେଇଛନ୍ତି। ଏହାକୁ ସେ ଘର ବାହୁଡ଼ା ବୋଲି କହିଛନ୍ତି।
ଚକ୍ରଧର କହିଛନ୍ତି, ୧୯୭୪ ମସିହାରେ ଯେତେବେଳେ ବିଧାୟକ ଥିଲି, ସେତେବେଳେ…