ନୂଆବର୍ଷରେ ବଡ ଘୋଷଣା କଲା ଇସ୍ରୋ
ନୂଆଦିଲ୍ଲୀ() ଚନ୍ଦ୍ରାୟନ -୩କୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ନୂଆବର୍ଷରେ ନୂଆବର୍ଷ ଅବସରରେ ଘୋଷଣା କଲେ ଇସ୍ରୋ ମୁଖ୍ୟ କେ.ଶିବନ ।
ଶିବନ କହିଛନ୍ତି, ମିଶନ ପାଇଁ ଏକ ଟିମ ଗଠନ କରାଯାଇଛି । ଏଥିପାଇଁ ୬୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ତୁତୁକୋରିନରେ ଏଥିପାଇଁ ସ୍ଥାନ…