ଚେକ ବୁକରେ ଥିବା MICRର ଫୁଲ ଫର୍ମ ଜାଣନ୍ତୁ
ଭୁବନେଶ୍ୱର() ବ୍ୟାଙ୍କରେ ଆକାଉଣ୍ଟରେ ଥାଇ ମଧ୍ୟ ଅଧିକାଂଶ ଲୋକେ ଚେକ ବୁକ୍ ବିଷୟରେ ଅଧିକ ଜାଣି ନଥାନ୍ତି। ହେଲେ ଚେକ୍ ଉପରେ ଲେଖାଯାଇଥିବା ସୂଚନା ବିଷୟରେ ଜାଣିବା ଜରୁରୀ।
MICR କୋଡ- ଏହାର ଅର୍ଥ ହେଉଛି ମ୍ୟାଗ୍ନେଟିକ୍ ଇଙ୍କ କେରେକ୍ଟର ରେକଗନିସନ। ଏହି କୋଡ ଦ୍ବାରା ବ୍ୟାଙ୍କର ସବୁ…