ଆଦ୍ୟସେବକ ଗଜପତିଙ୍କ ଦ୍ୱାରା ଚାଲିଛି ଛେରାପହଁରା
ପୁରୀ() ସାରା ଓଡ଼ିଶାର ଆଖି ଟିଭିରେ ହିଁ ଲାଖିରହିଛି । ଚାଲିଛି ମହାପ୍ରଭୂଙ୍କ ପବିତ୍ର ଘୋଷଯାତ୍ରା । ଇତିମଧ୍ୟରେ ପହଣ୍ଡି ସରିଥିବାବେଳେ ଶଙ୍କରାଚାର୍ୟ୍ୟ ମହାପ୍ରଭୂଙ୍କ ଦର୍ଶନ କରିଛନ୍ତି । ଏବେ ଚାଲିଛି ଛେରାପହଁରା । ଗଜପତି ମହାରାଜା ଛେରାପହଁରା କରୁଛନ୍ତି । ମହାରାଜାଙ୍କ ଆଗରେ ଫୁଲ ଓ…