ଛତିଶଗଡ଼ରେ ଆଜି ସରିଲା ପ୍ରଚାର
ଦ୍ୱିତୀୟ ତଥା ଅନ୍ତିମ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଉଭୟ କଂଗ୍ରେସ ଏବଂ ବିଜେପିର ହେଭିୱେଟଙ୍କୁ ଆଜି ମଇଦାନରେ ଦେଖିବାକୁ ମିଳିବ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଶକ୍ତି ଖଟାଇବେ ପ୍ରତିଦ୍ୱନ୍ଦୀ ଦଳ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ…