ଚିଦାମ୍ଵରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ
ନୂଆଦିଲ୍ଲୀ() ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲରେ ତିହାଡ ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ଵରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ମିଳିଛି।୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଇଡି ମାମଲାରୁ ଚିଦାମ୍ବରମଙ୍କୁ ଜାମିନ ମିଳିଛି । ୧୦୭ ଦିନ ପରେ ଆଜି ଜାମିନରେ ଆସିଛନ୍ତି…
