ଏଣିକି ଆକାଶରେ ଦେଖାଯିବ କୃତ୍ରିମ ସୂର୍ୟ୍ୟ !
ନୂଆଦିଲ୍ଲୀ() ସୂର୍ୟ୍ୟ ଆସିଲେ ଦିନ ହୋଇଥାଏ ଆଉ ଅସ୍ତ ହେଲେ ରାତି ହୋଇଥାଏ । ତେବେ ସୂର୍ୟ୍ୟଙ୍କୁ ନେଇ ଚୀନର ବୈଜ୍ଞାନିକମାନେ ଏଭଳି ଏକ ଆବିଷ୍କାର କରିବାକୁ ଯାଉଛନ୍ତି, ଯାହା ଜାଣିଲେ ହୁଏତ ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ ।
ଚୀନର ବୈଜ୍ଞାନିକମାନେ ଏମିତି ଏକ କୃତ୍ରିମ ସୂର୍ୟ୍ୟର ନିର୍ମାଣ…
