ଧରାବତରଣ କଲେ ପ୍ରଭୁ ଯୀଶୁ,କୋଭିଡ ନିୟମ ମାନି ରାଜଧାନୀରେ ବଡ଼ଦିନ ପାଳନ
ଆଜି ପବିତ୍ର ବଡଦିନରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରାୟ ରାତି ୩ଟା ଯାଏଁ ଚଳଚଞ୍ଚଳ ଥିଲା ରାଜଧାନୀ ତଥା ରାଜ୍ୟର ବିଭିନ୍ନ ଅନ୍ୟ ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ସମସ୍ତ ଚର୍ଚ୍ଚ । ଝଲସୁଥିଲା ବିଭିନ୍ନ!-->…