ଆଗକୁ ବଢ଼ିବ ତାପମାତ୍ରା
ଆଉ କାଳବୈଶାଖୀ ବର୍ଷା ହେବନି । ଦିନର ତାପମାତ୍ରା ବଢ଼ିବ । ରାତିରେ ସେହି ଅନୁଯାୟୀ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ୟ୍ୟନ୍ତ ବଢ଼ିବ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୩୫ ଡିଗ୍ରି ଉପରକୁ ଚାଲିଯିବ। ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରି ଟପିଯିବାର ବି ଆଶଙ୍କା ରହିଛି ।…