ଦିଲ୍ଲୀରେ ରାଜ୍ୟ ପ୍ରକଳ୍ପକୁ ସମୀକ୍ଷା କଲେ ନବୀନ
ନୂଆଦିଲ୍ଲୀ () ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ଭବନରେ କେନ୍ଦ୍ର ନିକଟରେ ଅଟକି ରହିଥିବା ପ୍ରକଳ୍ପଗୁଡିକ ସମ୍ପର୍କରେ ସମୀକ୍ଷା କରିଥିଲେ । ଓଡିଶାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପ, ବ୍ୟାଙ୍କିଙ୍ଗ ଓ ଟେଲିକମ ନେଟୱର୍କକୁ ଅଗ୍ରାଧିକାର ଦେବାକୁ ସେ…