କରୋନା ମୁକାବିଲାରେ ନବୀନ ମାର୍ଗଦର୍ଶକ
ଭୁବନେଶ୍ୱର () ବିପର୍ଯ୍ୟୟ ମୁକାବିଲାରେ ନବୀନ ଏକ ନମ୍ବର । କରୋନା ମୁକାବିଲାରେ ମଧ୍ୟ ନବୀନ ସାଜିଛନ୍ତି ମାର୍ଗଦର୍ଶକ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟ ଶୈଳୀ ଏବେ ଦେଶର ଯୁବ ନେତାଙ୍କ ପାଇଁ ହୋଇଛି ପ୍ରେରଣା । ଏକଥା ଖୋଦ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.…