ମୋଦିଙ୍କୁ ନବୀନଙ୍କ ତଥ୍ୟ ସମ୍ବଳିତ ଜବାବ
ଭୁବନେଶ୍ବର () ଗତ ଡିସେମ୍ବର 24 ତାରିଖରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନଥିବା ନେଇ କରିଥିବା ଆକ୍ଷେପର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ 2014 ଏପ୍ରିଲ ମାସରୁ 2018 ନଭେମ୍ବର ମାସ ପର୍ଯ୍ୟନ୍ତ…