୧୭ରେ ପାଟକୁରା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର() ଆସନ୍ତ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ୟ୍ୟକ୍ରମ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ରେ ମତଦାନ ହୋଇ ୨୪ରେ ଫଳାଫଳ ଆସିବ । ତେବେ ସେଇ ଆସନ କାହା ହାତକୁ ଯିବ ସେନେଇ ବିଭିନ୍ନ ଦଳ…
