ନବୀନ ନିବାସରେ ଗୀତା ମେହଟା
ନବୀନ ନିବାସରେ ପହଂଚିଲେ ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହଟା । ଟିକେଟ୍ ପାଇଁ କସରତ ଚାଲିଥବା ବେଳେ ଗୀତା ପହଂଚିଥିବା ବେଳେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଟିକେଟ ବଂଟନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ପୂର୍ବରୁ ମଧ୍ୟ…