Odia News Portal
Browsing Tag

cm salary

ଭାରତର ଏହି ମୁଖ୍ୟମନ୍ତ୍ରୀଙ୍କୁ ମିଳିଥାଏ ସବୁଠାରୁ ଅଧିକ ଦରମା

ଭୁବନେଶ୍ୱର() କୌଣସି ବି ରାଜ୍ୟର ମୁଖ୍ୟମନ୍ତ୍ରୀ ର ବେତନ ସେହି ରାଜ୍ୟର ବିଧାନସଭା ଧାର୍ୟ କରିଥାଏ। କେନ୍ଦ୍ର ସହ ଏହାର କୌଣସି ସମ୍ପର୍କ ନଥାଏ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ବେତନ ସମାନ ନଥାଏ, ସମସ୍ତଙ୍କ ଅଲଗା ଅଲଗା ହୋଇଥାଏ। ତେବେ ଆଜି ଆମେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଖସିକ ଦରମା…