Odia News Portal
Browsing Tag

cm

ଲକ୍-ଡାଡନ୍ ନିୟମ ଭାଙ୍ଗିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ ଗତ ଶୁକ୍ରବାର ବିବାହ କରିଛନ୍ତି । ଲକ୍-ଡାଉନ୍ ଯୋଗୁଁ କର୍ଣ୍ଣାଟକ ସରକାର ଏହି ଭିଭିଆଇପି ବିବାହ ଉପରେ ନଜର ରଖିଥିଲେ, କିନ୍ତୁ ଏହି ସମୟରେ ଲକ୍-ଡାଉନ୍ ନିୟମର…

ଆଇସୋଲେସନରେ ମୁଖ୍ୟମନ୍ତ୍ରୀ

ଅହ୍ମଦାବାଦ() ବିଧାୟକଙ୍କୁ କରେନା ,ଆଇସୋଲେସନରେ ମୁଖ୍ୟମନ୍ତ୍ରୀ । ଗୁଜରାଟର କଂଗ୍ରେସ ବିଧାୟକ କରେନା ଆକ୍ରାନ୍ତ । ମଙ୍ଗଳବାର ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ଗୁଜରାଟର ଜମାଲପୁରର କଂଗ୍ରେସ ବିଧାୟକ ଇମ୍ରାନ ଖଡେୱାଲଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ…

ଭିଡିଓ ଦ୍ୱାରା ଲୋକଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଟୁଇଟ୍ କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା। ଏହି ସଚେତନଧର୍ମୀ ଭିଡ଼ିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର,…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପଥରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ

ଝାରଖଣ୍ଡ()  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପଥରେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ମେଣ୍ଟ ସରକାର ନିଜର ପ୍ରଥମ ବଜେଟ୍(୨୦୨୦-୨୧)ରେ ଶିକ୍ଷା, ସ୍ଵାସ୍ଥ୍ୟ ଓ ବିଜୁଳି ଉପରେ ଧ୍ୟାନ ଦେଇଛନ୍ତି। ଦିଲ୍ଲୀ ପରି ଝାରଖଣ୍ଡରେ ୧୦୦…

ଅଙ୍ଗ ପ୍ରତ୍ୟାରୋପଣ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ

ଭୁବନେଶ୍ୱର() ଗତ ୪ ତାରିଖ ଦିନ ମସ୍ତିକ ମୃତ୍ୟୁ ଘଟିଥିବା ଗଂଜାମର ପି.ପି୍ରୟଙ୍କାରାଣୀ ପାତ୍ରଙ୍କ କିଡନୀ ଦୁଇଟିକୁ ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇ ଜଣଙ୍କ ଜୀବନ ରକ୍ଷା କରିଥିବା ଏସ.ସି.ବି ମେଡିକାଲ କଲେଜ, କଟକ ଏବଂ ଆପୋଲ ହସପିଟାଲ ଭୁବନେଶ୍ୱରର ଡାକ୍ତର ମାନଙ୍କୁ ଆଜି ଲୋକସେବା ଭବନରେ…

ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହୟତା

ଭୁବନେଶ୍ୱର () ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ସହାୟତା । ଆଜି ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା…

ନିଜର ଅଧା ବୟସ ଯୁବତୀଙ୍କ ସହ ବିବାହ କରିଛନ୍ତି ଏହି ମୁଖ୍ୟମନ୍ତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀଙ୍କ ପତ୍ନୀଙ୍କ ବୟସ। କନ୍ନଡ ପିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରାଧିକାଙ୍କୁ କୁମାର ସ୍ବାମୀ ବିବାହ କରିଛନ୍ତି। ସୂଚନାଅନୁସାରେ() କୁମାର ସ୍ବାମୀ ୨ ଜଣଙ୍କୁ ବିବାହ କରିଛନ୍ତି। କିନ୍ତୁ ଦୁଇଜଣ ପତ୍ନୀଙ୍କ…