ଫନି କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ପାଇଁ କୋଲ ଇଣ୍ଡିଆର ୫୦ କୋଟି ସହାୟତା
ଭୁବନେଶ୍ବର () ବାତ୍ୟା ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ଶକ୍ତି ଭିତ୍ତିଭୂମୀର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାର ପୁନରୁଦ୍ଧାର ପାଇଁ ଆଜି କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)ଙ୍କୁ 50 କୋଟି 32 ଲକ୍ଷ ଟଙ୍କା ପ୍ରଦାନ…
