ବିଜେପି କର୍ମୀଙ୍କୁ ଚାପୁଡା ମାରି ସାବାଡ କଲେ ମହିଳା ଅଫିସର, ଦେଖନ୍ତୁ ଭିଡିଓ
ମଧ୍ୟପ୍ରଦେଶ() ଜାନୁଆରୀ ୧୯ ତାରିଖ ମଧ୍ୟପ୍ରଦେଶରେ ଧାରା ୧୪୪କୁ ଖାତିର ନକରି ନାଗରିକତା ସଂଶୋଧନ ଆଇନ୍ ସମର୍ଥନରେ ରାଲି ବାହାର କରିଥିଲେ ଭାରତୀୟ ଜନତା ପାର୍ଟିର କାର୍ୟ୍ୟକର୍ତା । ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଘଟଣାସ୍ଥଳରେ ଯାଇ ପହଂଚିଥିଲେ ରାଜଗଡର ଉପଜିଲ୍ଲାପାଳ…