ଟ୍ୱିନ ସିଟିରେ ସଭା ସମିତି ରଦ୍ଦ
ଭୁବନେଶ୍ୱର() କରୋନାକୁ ରାଜ୍ୟ ସରକାର ବଡ ବିପର୍ୟ୍ୟୟ ଘୋଷଣା କରିଛନ୍ତି । ତେବେ କରୋନାକୁ ନେଇ ଟ୍ୱିନ ସିଟିର ସମସ୍ତ ସ୍ଥାନରେ ସଭା ସମିତି ରଦ୍ଦ କରିବାକୁ ପୋଲିସର ଆହ୍ୱାନ । ଗାନ୍ଧୀ ମାର୍ଗରେ ହେଉଥିବା ସମସ୍ତ ଧାରଣାକୁ ବନ୍ଦ କଲା ପୋଲିସ । ଧାରଣାରେ ନବସିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କଲେ…
