ରାଜଧାନୀରେ ଆସ୍ଥାନ ଜମାଇଥିବା ପୁଲିସ୍ବାବୁ ଛାନିଆ
ଭୁବନେଶ୍ୱର : ରାଜ୍ୟର ନୂତନ ପୁଲିସ୍ ମୁଖ୍ୟ ଭାବେ ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମା ଦାୟିତ୍ୱ ନେବାପରେ ଏବେ ରାଜଧାନୀର କିଛି ପୁଲିସ୍ ଅଫିସରଙ୍କ ଭିତରେ ଛନକା ପଶିଛି । ବିଶେଷକରି ଦୀର୍ଘଦିନରୁ ରାଜଧାନୀ ଓ ଆଖପାଖ ଅଞ୍ଚଳ ଛାଡି ବାହାରକୁ ଯାଉନଥିବା ଓ ବାହାରକୁ…
