ଅଧାରେ ରହିଯାଇଛି ମିଶନ ଚନ୍ଦ୍ରଯାନ ୨
ଶୁକ୍ରବାର ବିଳମ୍ବିତ ରାତ୍ରୀ (ରାତି ୧୨ଟା ପରେ) ଶନିବାର ଗୋଟାଏ ତିରିଶରୁ ୨ଟା୩୦ ମଧ୍ୟରେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା । ଚନ୍ଦ୍ର ପୃଷ୍ଟର ୨.୧ କିଲୋମିଟର ଦୂରରୁ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
ବିକ୍ରମ ଲ୍ୟାଣ୍ଡରର ଶେଷ…
