Odia News Portal
Browsing Tag

community transmission

ଟ୍ବିନସିଟିକୁ ଡରାଇଲାଣି ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବର ଓ କଟକରେ ଅଧିକ ପ୍ରବାସୀ ରହୁଛନ୍ତି । ଟ୍ବିନସିଟିରେ ପ୍ରତିଦିନ ପାଖାପାଖି ସଂକ୍ରମଣ ସଂଖ୍ୟା ହଜାରେ ରହୁଛି । ତେଣୁୁ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱର ଓ କଟକରେ କମ୍ୟୁନିଟି ଟ୍ରାନ୍ସମିସନ ପରିସ୍ଥିତି ଉପୁଜିଲାଣି । ଯେହେତୁ

ରାଜ୍ୟରେ ଗୋÂୀ ସଂକ୍ରମଣ ଆରମ୍ଭ ହେଲାଣି: ମୁଖ୍ୟମନ୍ତ୍ରୀ

ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ଓ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି । ଇତି ମଧ୍ୟରେ ଗୋଆରେ ଗୋÂୀ ସଂକ୍ରମଣ ଆରମ୍ଭ ହୋଇଗଲାଣି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି । ରାଜ୍ୟରେ କେତେକ ସ୍ଥାନରେ…